Jump to content

ଜୀବମାତୃକା

ଉଇକିଅଭିଧାନ‌ରୁ

ଜୀବମାତୃକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (୬ଷ୍ଠୀ ତତ୍; ଜୀବ+ମାତୃକା)

[ସମ୍ପାଦନା]

ଜୀବର ମଙ୍ଗଳସାଧିକା ସପ୍ତମାତୃକାବିଷେଶ — A class of seven female Deities protecting the lives of living beings.

[ ଦ୍ର—ଏମାନଙ୍କ ନାମ କୁମାରୀ, ଧନଦା, ନନ୍ଦା, ବିମଳା, ମଙ୍ଗଳା, ବଳା ଓ ପଦ୍ମା; ଏମାନେ ସପ୍ତମାତକା]