ଜୀବଲୋକ
ଦେଖଣା
ଜୀବଲୋକ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଜୀବ+ଲୋକ)
[ସମ୍ପାଦନା]- ୧. ପୃଥିବୀର ସୃଷ୍ଟ ପାଣିସମୂହ —୧. All the created being; the animal world.
- ୨. ସଂସାର; ମର୍ତ୍ତ୍ୟଲୋକ —୨. The created world. (consisting of living beings); the animated nature.
- ୩. ଜୀବଯୋନି; ସଂସାରର ଜୀବ ରୂପେ ଜନ୍ମ — ୩. Animal existence in the world.
- ୪. ସମୁଦାୟ ମନୁଷ୍ୟ ଜାତି —୪. Mankind.