Jump to content

ଜୀବଶୂନ୍ୟ

ଉଇକିଅଭିଧାନ‌ରୁ

ଜୀବଶୂନ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (୩ୟା ତତ୍; ଜୀବ+ଶୂନ୍ୟ)

[ସମ୍ପାଦନା]
୧. ପ୍ରାଣହୀନ; ମୃତ —୧. Dead; lifeless.
୨. ଜଡ଼; ନିର୍ଜୀବ —୨. Inanimate.
୩. ଜୀବଶନ୍ତୁଶୂନ୍ୟ; ପ୍ରାଣିହୀନ — ୩. Devoid of living beings; having no living creature on or in it.