Jump to content

ଜୀବା

ଉଇକିଅଭିଧାନ‌ରୁ

ଜୀବା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଧନୁର ଜ୍ୟା (ହିନ୍ଦୀ - ଶବ୍ଦସାଗର) — ୧. Bow-string.
୨. (ଜ୍ୟାମିତି) ଚାପର ଦୁଇ ମୁଣ୍ଡକୁ ଯୋଗ କରିବା ରେଖା (ହିନ୍ଦୀ - ଶବ୍ଦସାଗର) —୨. (geometry) Chord.
୩. ଜୀବନ୍ତୀ (ହିନ୍ଦୀ - ଶବ୍ଦସାଗର) (ଦେଖ) - ୩. Jībantī (See)
୪. ବଚା (ହିନ୍ଦୀ - ଶବ୍ଦସାଗର) — ୪. Liquorice root.
୫. ଜୀବନ (ହିନ୍ଦୀ - ଶବ୍ଦସାଗର) —୫. Life.
୬. ଜୀବନୋପାୟ (ହିନ୍ଦୀ - ଶବ୍ଦସାଗର) — ୬. Livelihood.