Jump to content

ଜୀବାଧାନ

ଉଇକିଅଭିଧାନ‌ରୁ

ଜୀବାଧାନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଜୀବ+ଆଧାନ)

[ସମ୍ପାଦନା]
୧. ପ୍ରାଣରକ୍ଷା — ୧. Preservation or saving of life.
୨. ପ୍ରାଣଧାରଣ — ୨. Living; animated existence.