Jump to content

ଜୀବାଧାର

ଉଇକିଅଭିଧାନ‌ରୁ

ଜୀବାଧାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଜୀବ+ଆଧାର)

[ସମ୍ପାଦନା]
୧. ଜଗତ; ବିଶ୍ୱବ୍ରହ୍ମାଣ୍ଡ (ଯେଉଁଠାରେ ଜୀବ— ମାନେ ରହନ୍ତି; ଯାହା ପ୍ରାଣୀମାନଙ୍କ ଆଶ୍ରୟ); ଜୀବଜଗତ୍ — ୧. The universe; the animal word; the world.
୨. ଶରୀର; ଦେହ —୨. The body.
୩. ହୃତ୍ପିଣ୍ଡ —୩. The heart.