ଜୀବାବଶେଷ
ଦେଖଣା
ଜୀବାବଶେଷ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଜୀବ+ଅବଶେଷ; ପ୍ରାଣିବିଜ୍ଞାନ ପରିଭାଷା; ଆଧୁନିକ ପ୍ରୟୋଗ)
[ସମ୍ପାଦନା]- ୧. ଭୂଗର୍ଭରୁ ପ୍ରାପ୍ତ ବହୁକାଳ ପୂର୍ବେ ମୃତ ପ୍ରାଣୀର ଦେହା ବଶେଷ; ପ୍ରସ୍ତରୀଭୁତ ବହୁକାଳ ପୂର୍ବର ଜୀବଦେହ — ୧. Fossil; fossilized remains of animals.
- ୨. ଜୀବନ ମାତ୍ର ଅବଶିଷ୍ଟ ରହିବା ଅବସ୍ଥା — ୨. Remnant of life only in a body.
- ୩. ପ୍ରାଣୀର ଆସନ୍ନମୃତ୍ୟୁ ଓ ଶେଷ ଅବସ୍ଥା (ଯେଉଁ ଅବସ୍ଥାରେ ପ୍ରାଣୀର କେବଳ ମାତ୍ର ନିଶ୍ୱାସ ବାୟୁ ବହୁ ଥାଏ) —୩. Last stage of life (when life only remains in the body).