ଜୀବିକା
ଦେଖଣା
- ବୃତ୍ତି; ଜୀବନୋପାୟ; ପେଶା
- ଜୀବନ
- ଜୀବନ୍ତୀଜୀବିକା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଜୀବ ଧାତୁ+କରଣ. ଅକ+ସ୍ତ୍ରୀ. ଆରବୀ - ଯେଉଁ ଉପାୟଦ୍ୱାରା ମନୁଷ୍ୟ ପ୍ରାଣ ଧାରଣ କରେ ବା ବଞ୍ଚେ)
[ସମ୍ପାଦନା]
- ୧. ବୃତ୍ତି; ଜୀବନୋପାୟ; ପେଶା (ଯଥା—କୃଷିବାଣିଜ୍ୟାଦି) — ୧. Livelihood; profession; living.
- ୨. ଜୀବନ —୨. Life.
- ୫. ଜୀବନ୍ତୀ (ଦେଖ) - — ୩. Jībantī (See)