Jump to content

ଜୀବିକା କରିବା

ଉଇକିଅଭିଧାନ‌ରୁ

ଜୀବିକା କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.

[ସମ୍ପାଦନା]

କୌଣସି କର୍ମକୁ ଜୀବନର ଏକମାତ୍ର ବ୍ରତ ବା କର୍ମ ପରି ଆଚରଣ କରିବା; ପେଶା କରିବା —To be habituated to a thing as if it was one's profession.

ବୟସୀଏ ଭଷି ଚାଲ ଚାଲ, ପରିହାସ କି ଜୀବିକା କଲ— ଭଞ୍ଜ, କୋଟୀବ୍ରହ୍ମାଣ୍ଡସୁନ୍ଦରୀ