Jump to content

ଜୀବିତ

ଉଇକିଅଭିଧାନ‌ରୁ

ଜୀବିତ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଜୀବ ଧାତୁ+ଭାବେ. ତ)

[ସମ୍ପାଦନା]
୧. ଜୀବନ — ୧. Life.

ଭୀଷ୍ମ ବୋଇଲେ ଏ ଅଟଇ ବାବୁ ସତ ଇନ୍ଦ୍ର ନ ପାରନ୍ତି ମୋହୋର ଜୀବିତ—କୃଷ୍ଣସିଂହ, ମହାଭାରତ, ଭୀମ

୨. ଆୟୁ; ଜୀବଦ୍ଦଶା; ଜୀବନକାଳ — ୨. Lifetime; age.
(ଜୀବିତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ଫୁ

[ସମ୍ପାଦନା]
୧. ଯେ ବ଼ଞ୍ଚିଅଛି; ଯେ ପ୍ରାଣଧାରଣ କରିଅଛି —୧. Living; existence; having life.
୨. ଜୀବନ୍ତ; ସଜୀବ; ଜୀଅନ୍ତା — ୨. Animate; alive.