Jump to content

ଜୀବିବା

ଉଇକିଅଭିଧାନ‌ରୁ

ଜୀବିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରି. (ପଦ୍ୟ)

[ସମ୍ପାଦନା]

ଜୀଇଁବା; ବଞ୍ଚିବା — To live.

ଯୋଗ ଅଭ୍ୟାସେ ଯୋଗିଜନେ ଦୀଘେ ଜୀବନ୍ତି ଯୋଗ ଧ୍ୟାନେ ଜଗନ୍ନାଥ, ଭାଗବତ