ଜୀବେଶ୍ୱର
(ଜୀବେଶ୍ୱରୀ—ସ୍ତ୍ରୀ)
ଜୀବେଶ (ଦେଖ) - Jībeṡa (See)
ପ୍ରାଣପ୍ରିୟା ସ୍ତ୍ରୀ —One's beloved or dearest woman.
ଋଣୀ ହୋଇଥିଲି ମୁଁ ଜୀବେଶ୍ୱରୀଠାରେ କରିଥିଲାଇଁ ନିୟମ ଭିଞ୍ଜ, ପ୍ରେମସୁଧାନିଧି