Jump to content

ଜୀବୋପାଧି

ଉଇକିଅଭିଧାନ‌ରୁ

ଜୀବୋପାଧି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଜୀବ+ଉପାଧି)

[ସମ୍ପାଦନା]

ପ୍ରାଣୀର ଅବଶ୍ୟଂଭାବୀ ଅବସ୍ଥାଚୟ; ସ୍ୱପ୍ନ, ସୁଷୁପ୍ତି ଓ ଜାଗ୍ରତ ଅବସ୍ଥା —The necessary conditions of animal life; e.g. dream, sleep and waking.