Jump to content

ଜୀମତ

ଉଇକିଅଭିଧାନ‌ରୁ

ଜୀମତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଜୀ=ଜୀବନ, ଜଳ+ମୂ ଧାତୁ ବନ୍ଧନ କରିବା, ଧାରଣ କରିବା+କର୍ତ୍ତୃ. ତ, ଯେ ଜଳ ଧାରଣ କରେ)

[ସମ୍ପାଦନା]
୧. ମେଘ —୧. Cloud.


୨. ପର୍ବତ —୨. Mountain.
୩. ଇନ୍ଦ୍ର — ୩. God Indra.