ଜୀମୂତବାହନ
ଦେଖଣା
ଜୀମୂତବାହନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି, ଜୀମୂତ ଅଟେ ବାହନ ଯାହାର)
[ସମ୍ପାଦନା]- ୧. ଇନ୍ଦ୍ର —୧. Indra; the God of clouds.
- ୨. (ନାମ) ବଙ୍ଗଦେଶପ୍ରଚଳିତ ବ୍ୟବସ୍ଥାଶାସ୍ତ୍ର ବା ସ୍ମୃତି ଦାୟଭାଗର ଗ୍ରନ୍ଥକର୍ତ୍ତାଙ୍କ ନାମ — ୨. Name of the author of the Dāyabhāga, a digest of Hindu Law goverving the Bengal school.
- ୩. ଜୀମୂତକେତୁ (ଦେଖ) - ୩. Jīmūta-ketu (See)