ଜୀରକାଦି ମୋଦକ
ବୈଦ୍ୟଶାସ୍ତ୍ରକଥିତ ଜୀରା ଆଦି ଉପାଦାନରେ ପ୍ରସ୍ତୁତ ମୋଦକବିଶେଷ — A medicinal preparation of which the chief ingredient is cumin seed.