ଜୀରାମରିଚ
ଦେଖଣା
ଜୀରାମରିଚ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସହଚର) (ସଂସ୍କୃତ - ଜୀର+ମରିଚ)
[ସମ୍ପାଦନା]ଏକତ୍ର ବଟା ହୋଇ କିମ୍ୱା ଗୁଣ୍ଡ ହୋଇ ତିଅଣକୁ ସୁଗନ୍ଧି ଓ ସୁସ୍ୱାଦୁବିଶିଷ୍ଟ କରିବା ପାଇଁ ବ୍ୟବହୃତ ଜୀରା ଓ ମରିଚ —Cumin seed and black pepper (used together as sauce of curry).
[ଦ୍ରଷ୍ଟବ୍ୟ —ଜୀରାମରିଚ ୩ ପ୍ରକାରରେ ପ୍ରୟୋଗ କରାଯାଏ ଯଥା—(୧) ବଟା, (୨) ଗୁଣ୍ଡ, (୩) ପାଣି ବା ବଟା ହୋଇ ପାଣି ସଙ୍ଗେ ଗୋଳିଆ]