ଜୀର୍ଣ୍ଣଘରା
ରୋମନ୍ଥକାରୀ ଜନ୍ତୁମାନଙ୍କର ପ୍ରଥମପେଟ (ଯହିଁରେ ଭୁକ୍ତ ଦ୍ରବ୍ୟମାନ ପ୍ରଥମେ ରହେ ଓ ରୋମନ୍ଥ ପରେ ଯହିଁରୁ ବାହାରି ଉଦରକୁ ଯାଏ) —The first stomach or pouch of ruminating animals.