Jump to content

ଜୀର୍ଣ୍ଣଦେହ

ଉଇକିଅଭିଧାନ‌ରୁ

ଜୀର୍ଣ୍ଣଦେହ

ଉଚ୍ଚାରଣ

[ସମ୍ପାଦନା]
(ଜୀର୍ଣ୍ଣଦେହା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ଜୀର୍ଣ୍ଣ+ଦେହ)

[ସମ୍ପାଦନା]
୧. ଯାହାର ଶରୀର ଜରା ବା ରୋଗାଦିଦ୍ୱାରା କ୍ଷୟପ୍ରାପ୍ତ ହୋଇଅଛି; ଜରାଗ୍ରସ୍ତଦେହ; ଶୀର୍ଣ୍ଣ— ଶରୀର —୧. Worn out; dibilitated.
୨. କ୍ଷୀଣକଳେବର —୨. Of weakened constitution of impaired health; emaciated.

ସଂସ୍କୃତ - ବିଶେଷ୍ୟ - (କର୍ମଧା)

[ସମ୍ପାଦନା]
୧. ଶୀର୍ଣ୍ଣ ଶରୀର — ୧. Emaciated body and limbs.
୨. ଭାଗ ସ୍ୱାସ୍ଥ୍ୟ —୨. Impaired health.