Jump to content

ଜୀର୍ଣ୍ଣପର୍ଣ୍ଣ

ଉଇକିଅଭିଧାନ‌ରୁ

ଜୀର୍ଣ୍ଣପର୍ଣ୍ଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି)

[ସମ୍ପାଦନା]

ଯେଉଁ ଗଛର ପତ୍ର ପୁରୁଣା ହୋଇ ଅଛି ବା ଯହିଁରୁ ପତ୍ର ସବୁ ଝଡି ପଡ଼ିଅଛି — (a tree) With leaves ripened and dropped down.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (କର୍ମଧା)—ପାଚିଲା ବା ଶୁଖିଲା ପତ୍ର — ୧. Dry leaves.
୨. (ବହୁବ୍ରୀହି)—କଦମ୍ୱ ଗଛ — ୨. The Kadamba tree; Nauclea Cadamba.