Jump to content

ଜୀର୍ଣ୍ଣବସ୍ତ୍ର

ଉଇକିଅଭିଧାନ‌ରୁ

ଜୀର୍ଣ୍ଣବସ୍ତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ଜୀର୍ଣ୍ଣ+ବସ୍ତ୍ର)

[ସମ୍ପାଦନା]

ପୁରୁଣା ଚିରାଲୁଗା; ଦରବା; କନ୍ଥଡ଼ା —Tattered raiment; threadbare clothes.

(ଜୀର୍ଣ୍ଣବସ୍ତ୍ରା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି)

[ସମ୍ପାଦନା]

ଯାହାର ଲୁଗା ଚିରା ଓ ପୁରୁଣା —Having threadbare or tattered clothes.