Jump to content

ଜୀର୍ଣ୍ଣସଂସ୍କାର

ଉଇକିଅଭିଧାନ‌ରୁ

ଜୀର୍ଣ୍ଣସଂସ୍କାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍, ଜୀର୍ଣ୍ଣ+ସଂସ୍କାର)

[ସମ୍ପାଦନା]

ପୁରୁଣା ଓ ଭଙ୍ଗା ବସ୍ତୁର ମରାମତ; ପୁନର୍ନବୀକରଣ — Repair of old things; renovation.