Jump to content

ଜୀର୍ଣ୍ଣା

ଉଇକିଅଭିଧାନ‌ରୁ

ଜୀର୍ଣ୍ଣା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ. (ଜୀର୍ଣ୍ଣ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ପୁରାତନୀ — ୧. Old (female)
୨. ଶୀର୍ଣ୍ଣା —୨. Worn out.
୩. ବୃଦ୍ଧା (ସ୍ତ୍ରୀ) —୩. Old (woman).

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ସ୍ଥୂଳଜୀରକ; ମୋଟା ଜୀରା — ୧. A kind of thick cumin seed.


୨. କଳାଜୀରା (ହିନ୍ଦୀ - ଶବ୍ଦସାଗର) — ୨. Black cumin seed.