Jump to content

ଜୀର୍ଣ୍ଣ କରିବା

ଉଇକିଅଭିଧାନ‌ରୁ

ଜୀର୍ଣ୍ଣ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - କୃ ଧାତୁ)

[ସମ୍ପାଦନା]
୧. ହଜମ କରିବା — ୧. To digest (food).
୨. (ଲକ୍ଷଣାର୍ଥ) ଖରଚ କରିବା — ୨. (figurative) To spend.
୩. (ଲକ୍ଷଣାର୍ଥ) ଆତ୍ମସାତ କରିବା — ୩. (figurative) To appropriate to one's use.