Jump to content

ଜୁଅ

ଉଇକିଅଭିଧାନ‌ରୁ

ଜୁଅ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦ୍ୟୁତ, ପ୍ରା. ଜୁତ)

[ସମ୍ପାଦନା]
୧. ଦ୍ୟୁତକ୍ରୀଡ଼ା; ପଣରଖି ଖେଳିବା; ବାଜୀ ରଖି ଖେଳିବା ଖେଳ; ଜୁଆ ଖେଳ — ୧. Gambling.

କେଉଁ ରୂପେ ପାଣ୍ଡବେ ଜୂଆରେ ହାରିଲେ କୃଷ୍ଣସିଂହ, ମହାଭାରତ, ଆଦି

[ଦ୍ରଷ୍ଟବ୍ୟ —ଧନ ବାଜୀ ରଖି କଉଡ଼ି, ପଶା, ତାସ୍, ଆଦିଦ୍ୱାରା ଯେଉଁ ଖେଳ ହୁଏ ତାହାକୁ ଜୁଅ ବା ଜୂଆ ଖେଳ ବୋଲାଯାଏ ହାରିବା ଲୋକ କିଣିବା ଲୋକକୁ ନିର୍ଦ୍ଦିଷ୍ଟ ପରିମାଣ ଅର୍ଥ ଦେବ ଏହି ପଣ ରଖି ଜୁଆ ଖେଳାଯାଏ ଫଳତଃ ଯେଉଁ ଅନିଶ୍ଚିତଫଳ କାର୍ଯ୍ୟରେ ପଣ ରଖାଯାଏ ତାହାହିଁ ଜୁଆ ଆଜିକାଲି ପଣ ରଖି କରା ଯାଉଥିବା ଘୋଡ଼ାଦୌଡ଼ ମଧ୍ୟ ଏକ ପ୍ରକାର ଜୁଆ ଖେଳ]

୨. ନବବିବାହିତ ବରକନ୍ୟାଙ୍କର ସାତମଙ୍ଗଳା ମଧ୍ୟରେ ଖେଳିବା କଉଡ଼ିଖେଳ — ୨. A ceremonial game of cowries played by the bride and bridegroom during the first seven day of marriage.