Jump to content

ଜୁଅ କଉଡ଼ି

ଉଇକିଅଭିଧାନ‌ରୁ

ଜୁଅ କଉଡ଼ି

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦ୍ୟୁତ+କପର୍ଦ୍ଦକ)

[ସମ୍ପାଦନା]

ବିବାହରେ ୭ଦିନ ଯାଏ ବର କନ୍ୟା ଯେଉଁ କଉଡ଼ିରେ ଖେଳନ୍ତି — The sea-shells with which the bride and bridegroom play during marriage.