ଜୁଆଁଣିଆ ଘାସ
ଏକ ପ୍ରକାର ମୋଟ ଓ କରଡ଼ା ଘାସ — A kind of coarse and tough grass.
ବୁଢ଼ା ବଳଦକୁ ଜୂଆଁଣିଆ ଘାସ ଖାଉ କି ନ ଖାଉ ମେଲି ଦେଇ ଆସ ଢଗ
[ଦ୍ରଷ୍ଟବ୍ୟ —ଏହା ପାଣି ପାଖରେ ଓ ସନ୍ତସନ୍ତିଆ ଜାଗାରେ ଉଠେ ଏଥିରେ ଜୁଆଁଣି ପରି ଫଳ ହୁଏ]