ଜୁଆଇଁ
ଦେଖଣା
ଜୁଆଇଁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜାମାତୃ)
[ସମ୍ପାଦନା]- ୧. (କୌଣସି ବ୍ୟକ୍ତିର) କନ୍ୟାର ସ୍ୱାମୀ —୧. Husband of (one's) daughter; son-in-law.
ଦୁର୍ଯ୍ୟେଧନ ବୋଇଲେ ତୁମ ଜୁଆଇଁ ବି— କୃଷ୍ଣସିଂହ, ମହାଭାରତ, ସଭା
- ୨. ନବ ବିବାହିତ ବର —୨. Bridegroom.
- ୩. (ଲକ୍ଷଣାର୍ଥ) ଜାମାତା ଶଶୁର ଘରେ, ପାଇବା ଆଦର ପରି ଆଦର ପାଉଥିବା ବ୍ୟକ୍ତି —୩. (figurative) A person who gets a son-in-law's treatment and hospitality at some place.