ଜୁଆଇଁ ନିମନ୍ତ୍ରଣ
ଦେଖଣା
ଜୁଆଇଁ ନିମନ୍ତ୍ରଣ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଜୁଆଇଁ ନିମନ୍ତ୍ରଣ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଶଶୁରଙ୍କ ଗୃହକୁ ଉତ୍ସାବାଦି ଉପ— ଲକ୍ଷରେ ଜାମାତାଙ୍କୁ ନିମନ୍ତ୍ରଣ କରାଯିବା — ୧. Formal invitation of a son-in-law to the house of the bride's father.
[ଦ୍ରଷ୍ଟବ୍ୟ —ବିବାହର ଏକବର୍ଷ ମଧ୍ୟରେ ପଡିବା ଚାରିଗୋଟି ପୂର୍ଣ୍ଣିମା, ଯଥା—ପୁଷ୍ପପୂର୍ଣ୍ଣିମା, ଗହ୍ମାପୂର୍ଣ୍ଣିମା, ଦୋଳପୂର୍ଣ୍ଣିମା ଓ ସ୍ନାନପୂର୍ଣ୍ଣିମା (ମତାନ୍ତରେ କୁମାରପୂର୍ଣ୍ଣିମା)କୁ ଶଶୁରଘରକୁ ଜୋଇଁ ଡାକରା ହୋଇଯିବାର ପ୍ରଥା ଓଡ଼ିଶାରେ ଚଳେ]
- ୨. ବିବାହ କରିବା ପାଇଁ ଶଶୁରଙ୍କ ଘରଠାରୁ ସବାନ୍ଧବ ଯିବା ସକାଶେ ବିବାହ ପୂର୍ବେ ଶଶୁରଙ୍କ ନିକଟରୁ ଭାବୀ ଜାମାତଙ୍କ ନିକଟକୁ ବସ୍ତ୍ର, ମହାପ୍ରସାଦ, ନାରିକେଳ ଓ ସବିଧି ଲେଖ ସହ ପଠାଯିବା ନିମନ୍ତ୍ରଣ — ୨. Formal invitation sent to the bridegroom (accompanied with new cloth and formal letter) to attend his marriage ceremony at the father-in-law's house.