Jump to content

ଜୁଆଇଁ ବିଦାକି

ଉଇକିଅଭିଧାନ‌ରୁ

ଜୁଆଇଁ ବିଦାକି

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜାମାତା+ବିଦାୟ)

[ସମ୍ପାଦନା]
୧. ଉତ୍ସବା— ଦିରେ ନିମନ୍ତ୍ରିତ ହୋଇ ଆସିଥିବା ଜାମାତାଙ୍କୁ ବିଦାୟକାଳୀନ ଦିଆଯିବା ଉପହାର, ବସ୍ତ୍ର ଓ ଅର୍ଥାଦି — ୧. Money and cloths presented to a son-in-law when he taken leaves after attending the father-in-law's house on invitation.
୨. ବିବାହ ପରେ ଜାମାତାଙ୍କ ସଙ୍ଗେ କନ୍ୟା ଜାମାତାଙ୍କ ଘରକୁ 'ବାହୁଡ଼ା ବରକନ୍ୟା' ହୋଇ ଯିବାବେଳେ ତାଙ୍କ ସଙ୍ଗେ ଦିଆଯିବା ଯୌତୁକ ବା ଉପହାର—ସମ୍ଭାର — ୨. Presents accompanying a newly married couple while starting for the bridegroom's home.