Jump to content

ଜୁଆଇଁ ବେଭାର

ଉଇକିଅଭିଧାନ‌ରୁ

ଜୁଆଇଁ ବେଭାର

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜାମାତା+ବ୍ୟବହାର)

[ସମ୍ପାଦନା]

ଜାମାତାଙ୍କ ଗୃହକୁ ଶ୍ୱଶୁରଗୃହକୁ ଉତ୍ସବାଦି ଉପଲକ୍ଷରେ ପ୍ରେରିତ ଉପଢୌକନ —Presents sent to a son-in-law on special occasions.