ଜୁଆଇଁ ମର୍ଯ୍ୟାଦା
ଦେଖଣା
ଜୁଆଇଁ ମର୍ଯ୍ୟାଦା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜାମାତା+ମର୍ଯ୍ୟାଦା)
[ସମ୍ପାଦନା]- ୧. ଜୁଆଇଙ୍କୁ ଶ୍ୱଶୁରଘରେ ପ୍ରଦର୍ଶିତ ସମ୍ମାନ — ୧. Honour shown to a son-in-law at the father-in-law's house.
- ୨. ଶ୍ୱଶୁରଗୃହର ଉତ୍ସବାଦି ଉପଲକ୍ଷରେ କିମ୍ୱା ପର୍ବୋ— ପଲକ୍ଷରେ କିମ୍ୱା ଶ୍ୱଶୁର ଘରକୁ ନିମନ୍ତ୍ରିତ ହୋଇ ଆସିଥିବା ଜାମାତାଙ୍କୁ ଉପହାର ଦିଆଯିବା ଲୁଗା — ୨. Cloth presented to a son-in-law on occasions of special festival's when he attends the father-in-law's house on special invitation.