Jump to content

ଜୁଆଇବା

ଉଇକିଅଭିଧାନ‌ରୁ

ଜୁଆଇବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ତେଲ ବା ଘିଅ ଆଦି ରଖିବାଦ୍ୱାରା ହାଣ୍ଡି ଘଡ଼ି ଆଦି ମୃତ୍ପାତ୍ରକୁ ସଡ଼ କରିବା — ୧. To season earthen pots by keeping oil, ghee etc, in them.
୨. ଆମ୍ୱୁଲ, ଆଚାର ଓ ତେନ୍ତୁଳି ଆଦିରେ ମସଲା ଓ ତେଲ ଆଦି ଦେଇ ମୁଖରୋଚକ କରିବା —୨. To season pickles with spice, oil etc,

ପ୍ରାଦେଶିକ - (ଗଡ଼ଜାତ)କ୍ରିୟାପଦ -

[ସମ୍ପାଦନା]

କୁରି ବେଣ୍ଟ ଆଦିର ମୂଳରେ କଣା କରି ସେ କଣାରେ ଜଉ ଦେଇ ଶସ୍ତ୍ରର ମୂଳକୁ ବସାଇ ଦେବା —To set the butt-end of the blade of a knife or bill-book in tothe wooden handle.