Jump to content

ଜୁଆଣୀ

ଉଇକିଅଭିଧାନ‌ରୁ

ଜୁଆଣୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଯବାନୀ; ଯମାନୀ)

[ସମ୍ପାଦନା]

ସୁଗନ୍ଧ ମସଲାବିଶେଷ; ଧାନ୍ୟାଦି ବର୍ଗର କୃଷି ଜାତ ଶାକବିଶେଷର ଫଳ —A kind of seed used as condiment; caraway seed; Carum Copticum Ajowan.

[ଦ୍ରଷ୍ଟବ୍ୟ —ଏଥିରୁ ତୈଳ ଓ ଅର୍କ ତିଆରି ହୁଏ, ଏହା ଔଷଧରେ ବ୍ୟବହୃତ ହୁଏ ଏହା ଖୁବ ଜୀର୍ଣ୍ଣକର]