Jump to content

ଜୁଆନ

ଉଇକିଅଭିଧାନ‌ରୁ

ଜୁଆନ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଣା.—(ସଂସ୍କୃତ - ଯୁବା; ଯୌବନ; ଫାରାସୀ - ଜବାନ)

[ସମ୍ପାଦନା]
୧. ଯୁବା; ଯୁବକ —୧. Young.
୨. ପରିଣତବୟସ୍କ — ୨. Adult.

ବିଶେଷ୍ୟ -

[ସମ୍ପାଦନା]
୧. ଯୁବକ —୧. Young person.
୨. ଯୁବକ ଓ ବଳିଷ୍ଠ ବ୍ୟକ୍ତି —୨. Young and strong person.