Jump to content

ଜୁଆରୀ

ଉଇକିଅଭିଧାନ‌ରୁ

ଜୁଆରୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦ୍ୟୁତରତ)

[ସମ୍ପାଦନା]

ଜୁଆଖେଳାଳୀ; ଦ୍ୟୁତକାର — Gambler; gamester.

ପୁଂଶ୍ଚଳୀ ନାରୀ ନଗର ରକ୍ଷକ ଜନ, ପରିବେତ୍ତ ଭଟ ଯେ ଜୁଆରାର ଅନ୍ନ କୃଷ୍ଣସିଂହ, ମହାଭାରତ, ଶାନ୍ତି

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଦ୍ୟୁତକ୍ରୀଡ଼ାରତ — ୧. Addicted to gambling.
୨. ଯେଉଁ ନଦୀ ଭିତରକୁ ଜୁଆର ପାଣି ମାଡ଼େ — ୨. Tidal; (river) visited by flowtide.