ଜୁଆଳି କୀଳା
ଜୁଆଳିର ଦୁଇ ମୁଣ୍ଡରେ ବଳଦଙ୍କୁ ଅଟକାଇବା ପାଇଁ ମରା ଯାଇଥିବା ଖିଲ — The pins put to the ends of a yoke.