Jump to content

ଜୁଆଳି ପଡ଼ିବା (ବେକରେ)

ଉଇକିଅଭିଧାନ‌ରୁ

ଜୁଆଳି ପଡ଼ିବା (ବେକରେ)

ଉଚ୍ଚାରଣ

[ସମ୍ପାଦନା]

(ଜୁଆଳି ବନ୍ଧା ହେବା— ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ଲକ୍ଷଣାର୍ଥ)

[ସମ୍ପାଦନା]
୧. ମନୁଷ୍ୟ କୌଣସି ବନ୍ଧନରେ ବା ଗୁରୁତର କାର୍ଯ୍ୟରେ ନିଯୋଜିତ ହେବା — ୧. (figurative) Being yoked to some difficult task or duty.

(ଯଥା—ବେଶ୍, ବର୍ତ୍ତମାନ ତା ବେକରେ ଜଆଳି ପଡ଼ିଲା; ଏଣିକି ଏହାକୁ ନ କରି ସେ ଯାଉଛି କେଣେ?)

୨. ବିବାହ ବନ୍ଧନରେ ଆବଦ୍ଧ ହେବା — ୨. Being bound with marriage bond.
୩. କୌଣସି ସାଂସାରିକ ବା ପାରିବାରିକ ବନ୍ଧନରେ ଆବଦ୍ଧ ହେବା —୩. Being yoked to worldly ties or family-responsibilities.

(ଯଥା—ବାପା ମରିବାରୁ ଏଥର ତା ବେକରେ ଜଆଳି ପଡ଼ିଲାଣି, ସେ ଘରଦ୍ୱାର କଥା ନ ବୁଝି ଆଉ ଯାଉଛି କେତେକେ?)