Jump to content

ଜୁଖ୍

ଉଇକିଅଭିଧାନ‌ରୁ

ଜୁଖ୍

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ସଂସ୍କୃତ - ଯୁଜ୍ ଧାତୁ=ଯୁକ୍ତ ହେବା; କିମ୍ୱା ସଂସ୍କୃତ - ଜୁଷ୍ମ ଧାତୁ=ପରିତର୍କଣ, ଆଶ୍ରୟ; ତୁଳ. ଏହି ଅର୍ଥରେ ବଙ୍ଗାଳୀ - ଜୁଖ୍; ଜୁଁଖ୍; ହିନ୍ଦୀ - ଜୋଖ୍)

[ସମ୍ପାଦନା]
୧. ତଉଲା — ୧. Weighment.
୨. ଓଜନ —୨. Weight.