Jump to content

ଜୁଗୁପ୍ସନ

ଉଇକିଅଭିଧାନ‌ରୁ

ଜୁଗୁପ୍ସନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଗୁପ୍ ଧାତୁ ନିନ୍ଦା କରିବା+ସ୍ୱାର୍ଥେ ସନ୍+ଭାବ. ଅନ)

[ସମ୍ପାଦନା]
୧. କୁତ୍ସା; ନିନ୍ଦା —୧. Blaming; speaking evil of another; blaspheming.
୨. ଘୃଣାକରିବା —୨. Hating.
୩. ଅପବାଦ —୩. Defamation.