Jump to content

ଜୁଗୁପ୍ସିତ

ଉଇକିଅଭିଧାନ‌ରୁ

ଜୁଗୁପ୍ସିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଗୁପ୍ ଧାତୁ ନିନ୍ଦା କିରବା+ସ୍ୱାର୍ଥେ ସନ୍+କର୍ମ. ତ)

[ସମ୍ପାଦନା]
୧. ନିନ୍ଦିତ —୧. Slandered.
୨. ଯାହାକୁ ଅପବାଦ ଦିଆଯାଉ ଥାଏ — ୨. Defamed.
୩. ଘଣିତ —୩. Hated.