Jump to content

ଜୁଗୋପିଷା

ଉଇକିଅଭିଧାନ‌ରୁ

ଜୁଗୋପିଷା

ଉଚ୍ଚାରଣ

[ସମ୍ପାଦନା]

(ଜୁଗୋପିଷୁ—ବିଣ)

ସଂସ୍କୃତ - ବିଶେଷ୍ୟ - (ଗୁପ୍ ଧାତୁ=ଗୋପନ କରିବା+ଇଚ୍ଚାର୍ଥେ ସନ୍+ଭାବ. ଅ+ଆ)

[ସମ୍ପାଦନା]

ଗୋପନ କରିବାର ଇଚ୍ଛା — A desire to conceal.