Jump to content

ଜୁଜୁ

ଉଇକିଅଭିଧାନ‌ରୁ

ଜୁଜୁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜୁଃ=ପିଶାଚୀ)

[ସମ୍ପାଦନା]
୧. (ଶିଶୁଭାଷା) କଳ୍ପିତ ଭୟସଞ୍ଚାରକ ମୂର୍ତ୍ତି; କୋକମିନା — ୧. Imaginary scarecrow; bugbear.
୨. ଭୁତପ୍ରେତାଦି —୨. Ghosts.
୩. ଭୀତି ସଞ୍ଚାରକ ରୂପ — ୩. A frightful figure.