Jump to content

ଜୁଜ୍ୱନ୍ଦି

ଉଇକିଅଭିଧାନ‌ରୁ

ଜୁଜ୍ୱନ୍ଦି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫା) (ଛାପାଖାନାରେ ବ୍ୟବହୃତ ଶବ୍ଦ)

[ସମ୍ପାଦନା]

ଏକ ଫରଦ କାଗଜ ୪,୮,୧୨: ବା ୧୬: ପୃଷ୍ଠାରେ ଭାଙ୍ଗା ହୋଇ ଏହିପରି ଅନେକଗୁଡ଼ିଏ ଫରମାର ଏକତ୍ର ସିଲାଇ —(a term used by printers) Bound in forms of ୪,୮,୧୨ or ୧୬ pages.