Jump to content

ଜୁଟା

ଉଇକିଅଭିଧାନ‌ରୁ

ଜୁଟା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜୁଟ୍ ଧାତୁ)

[ସମ୍ପାଦନା]
୧. ଜୁଟାଇବା କାର୍ଯ୍ୟ — ୧. The act of bringing about a meeting or gathering.
୨. ଭାଡ଼ୁଆକାମ; ଜାର ପୁରୁଷ ପାଖେ ପରସ୍ତ୍ରୀ ଭେଟାଇବା କାମ —୨. The act of pandering.

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ଯେ ଜାର ପୁରୁଷ ନିକଟରେ ବିଟପୀ ସ୍ତ୍ରୀକୁ ଭେଟାଏ —୧. Pandering.
୨. ଯେ ବରକନ୍ୟା ଜୁଟାଏ — ୨. Acting as a negotiator in a marriage.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ସଂସ୍କୃତ - ଉଚ୍ଛିଷ୍ଟ; ସଂସ୍କୃତ - ଜୁଷ୍ଟ ପ୍ରା. ଜୁଠ; ତୁଳ ଏହି ଅର୍ଥରେ ହିନ୍ଦୀ - ଜୁଠା)

[ସମ୍ପାଦନା]

ଉଚ୍ଛିଷ୍ଟ; ଅଇଁଠା — Orts; remains of one's partaken food; what is left after meals in the plate; leavings of the table.

ବିଶେଷଣ -

[ସମ୍ପାଦନା]

ଅଇଁଠା ହୋଇଥିବା; ଅନ୍ୟ ବ୍ୟକ୍ତିର ଭୁକ୍ତାବଶିଷ୍ଟ; ଅଂଶତଃ ଭୁକ୍ତ —Left after meals; partly eaten.