Jump to content

ଜୁଟିବା

ଉଇକିଅଭିଧାନ‌ରୁ

ଜୁଟିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଜୁଟ୍ ଧାତୁ)

[ସମ୍ପାଦନା]
୧. ମିଳିତ ହେବା — ୧. To meet.

 : ଏକତ୍ର ହେବା —୨. To be gathered or collected together.

୩. ପ୍ରାପ୍ତହେବା; ମିଳିବା; ହାତକୁ ଆସିବା —୩. To be got or had or attained; to come to hand.

[ଯଥା—ମୋତେ ଆଜି ମୁଠିଏ ଅନ୍ନ ଜୁଟିଲା ନାହିଁ ]

୪. କୌଣସି ସ୍ଥାନରେ ବା ବ୍ୟକ୍ତି ନିକଟରେ ଆସି ଉପସ୍ଥିତ ହେବା; ଭେଟିବା —୪. To arrive at a place or reach near a person.

(ଯଥା—ତୁମ୍ଭେମାନେ ଯାଉଥାଅ, ମୁଁ ପଛରୁ ଯାଇ କଟକଠାରେ ଜୁଟି ଯିବି ଯେ )