Jump to content

ଜୁଟ୍ ଖାଇବା

ଉଇକିଅଭିଧାନ‌ରୁ

ଜୁଟ୍ ଖାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଜୁଟ୍ ଲାଗିବା, ଜୁଟ୍ ହେବାଅନ୍ୟରୂପ

ଦେଶଜ - କ୍ରି. (ସଂସ୍କୃତ - ଜୁଟ୍ ଧାତୁ)

[ସମ୍ପାଦନା]

 : ପରସ୍ପର ମିଳିତ ହେବା —୧. To meet together; to be united together.

 : ପରସ୍ପର ସଙ୍ଗମ କରିବା; ଜୋଡ଼ ପଡ଼ିବା — ୨. To copulate; to couple.

 : ପରସ୍ପର ସର୍ବତୋଭାବରେ ମେଳ ହେବା; ଅନ୍ୟୋନ୍ୟରେ ସର୍ବତୋଭାବେ ମେଳ ଖାଇବା — ୩. To coincide with each other; to tally exactly with each other.