Jump to content

ଜୁଟ୍ ବାନ୍ଧିବା

ଉଇକିଅଭିଧାନ‌ରୁ

ଜୁଟ୍ ବାନ୍ଧିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଜୁଟ୍ ଧାତୁ; ସଂସ୍କୃତ - ଯୁକ୍ତ; ପ୍ରା. ଜୁତ୍ତ; ସଂସ୍କୃତ - ଜୁଡ଼ ଧାତୁ=ବାନ୍ଧିବା)

[ସମ୍ପାଦନା]

 : ମେଳି ହେବା — ୧. To form an union.

 : (ବହୁବ୍ୟକ୍ତି) କୌଣସି ଉଦ୍ଦେଶ୍ୟରେ ଦଳ ବାନ୍ଧିବା — ୨. (many persons) To combine together for any particular purpose.

 : ଗୋଟିଏ ଘନସନ୍ନବେଶରେ ମିଳିତ ହେବା (ଯେପରି କି ଗୋଡ଼ି ଓ ସିମେଣ୍ଟକୁ ପାଣିରେ ଗୋଳେଇ ଏକାଠେଇଁ ଜମେଇ ଦେଲେ କଠିନ ପ୍ରସ୍ତର ପରି ଗୋଟିଏ ଅତି ଟାଣୁଆ ଜିନିସ ହୋଇଯାଏ) — ୩. To form into a compact mass.