ଜୁଟ୍ ହେବା
ଦେଖଣା
ଜୁଟ୍ ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ଯୁକ୍ତ; ଜୁତ୍ତ; ସଂସ୍କୃତ - ଜୁଟ୍ ଧାତୁ)
[ସମ୍ପାଦନା]୧ : ଏକତ୍ର ହେବା —୧. To come together.
- ୨. ଦଳବଦ୍ଧ ହେବା —୨. To flock together; to form into a union.
- ୩. ପରସ୍ପର ମିଳିତ ହେବା; ସମ୍ମିଳିତ ହେବା — ୩. To meet each other.
- ୪. ସଂଯୁକ୍ତ ହେବା —୪. To be joined together.