ଜୁଡ଼ା ଭାଙ୍ଗିବା
ଦେଖଣା
ଜୁଡ଼ା ଭାଙ୍ଗିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଜୁଡ଼ା ଭାଙ୍ଗିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ବନ୍ଧା ହୋଇଥିବା ଜୁଡ଼ାର ବନ୍ଧନ ମୁକ୍ତ କରିବା —To loosen a chignon.
ଅଇଲେ ଶଗଡ଼ିଆ ପଇଲେ ତେଣ୍ଡ଼ାକୂଳେ, ବାନ୍ଧିଲା ଜୁଡ଼ାକୁ ଭାଙ୍ଗିବୁ ନାହିଁ—ଶଗଡ଼ିଆ ଗୀତ